
ଭାରତ-ଚୀନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ଯେଉଁ ସ୍ଥିତି ବା ସ୍ଥିତାବସ୍ଥା ରହିଛି ତାକୁ ନେଇ ଚୀନ ସନ୍ତୁଷ୍ଟ । ଚୀନ ଚାହୁଁଛି ଏହା ନିୟମିତ ଯେପରି ଚାଲେ ସେହିପରି ଚାଲୁ । ପରିବର୍ତ୍ତିତ ପରିସ୍ଥିତିରେ ଭାରତ ସନ୍ତୁଷ୍ଟ କି ନାହିଁ, ଏପ୍ରିଲ ୨୦୨୦ ପୂର୍ବରୁ ସୀମାରେ ଯେଉଁ ସ୍ଥିତି ଥିଲା ସେହି ସ୍ତରକୁ ଯିବାପାଇଁ ଭାରତ ଦାବୀ କରିବ କି ନାହିଁ ତାହା ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । […]
ଚୀନ୍କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ମଧ୍ୟ ଆମେରିକା, ଜାପାନ ଏବଂ ଭାରତ ସହିତ ସାମିଲ ହୋଇଛି ଆସନ୍ତା ମାସ, ନଭେମ୍ବରରେ ଭାରତ ମହାସାଗରରେ ମାଲାବାର ଉପକୂଳରେ କ୍ୱାଡ ଦେଶମାନଙ୍କର ବିଶାଳ ମିଳିତ ସମରାଭ୍ୟାସ ସଂଘଟିତ ହେବାକୁ ଯାଉଛି । ଏଥିରେ ଚାରୋଟି ଦେଶ ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆର ନୌବାହିନୀ ସାମିଲ ହେବେ ବୋଲି ସୂଚନା ମିଳି ସାରିଲାଣି । ପୂର୍ବରୁ ଅର୍ଥାତ୍ ୨୦୦୭ ମସିହାରୁ ଅଷ୍ଟ୍ରେଲିଆ ଏପରି କୌଣସି ମିଳିତ ସମରାଭ୍ୟାସରେ ଭାଗ ନେଉ […]
ଭୁବନେଶ୍ୱର – କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ ବାରମାର କୁହାଯାଉଛି ଯେ ଦିଲ୍ଲୀ ଦଙ୍ଗା ପଛରେ ସିଏଏ ବିରୋଧୀ ମାନଙ୍କର ହାତ ରହିଛି । ଏହି ମିଛକୁ ଗୋବେଲ୍ସ ଥିଓରୀରେ ପକାଇ ଯେନତେନ ପ୍ରକାରେଣ ସାଧାରଣ ଲୋକଙ୍କ ନିକଟରେ ଗ୍ରହଣୀୟ କରାଇବା ପାଇଁ ଏବେ ପୁଲିସ ମିଛରେ ବରୀଷ୍ଠ ବାମପନ୍ଥୀ ନେତା ତଥା ସିପିଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ଜୟତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ, ସ୍ୱରାଜ ଅଭିଯାନର ନେତା […]
ନରୱେର ଦକ୍ଷିଣପନ୍ଥୀ ଏମପି ପ୍ରସ୍ତାବ ଦେଇଛନ୍ତି ଯେ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଙଲ ବୁଝାମଣା ଓ ସମ୍ପକପ୍ପ୍ତିଷ୍ଠା କରାଇବାରେ ଡ଼ୋନାଲ୍ଡ ଟ୍ରମ୍ପ ସଫଳ ହୋଇଥିବାରୁ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ୍ । ଅବଶ୍ୟ ତାଙ୍କର ଏହି ମତାମତକୁ କେହି ଗୁରୁତ୍ୱ ଦେଇ ନାହାନ୍ତି । ଆମେରିକାର ରାଷ୍ଟ୍ରପତି ଜାଣିଶୁଣି କରୋନା ଭୂତାଣୁକୁ ଗୁରୁତ୍ୱ ଦେଇ ନ ଥିଲେ । ଆମେରିକାର ସାମ୍ବାଦିକ ବବ୍ ଉଡୱାର୍ଡ ଯିଏ ୱାଟର ଗେଟ ସ୍କାଣ୍ଡାଲକୁ ଲୋକଲୋଚନକୁ ଆଣିଥିଲେ, ସେ […]
The intra-Palestinian meeting was held to discuss ways to prevent Israeli annexation plans in the occupied West Bank. Palestinian President Mahmoud Abbas has called for a comprehensive national dialogue, and said the Fatah and Hamas movements must initiate a dialogue to endorse ways to end the division according to the principle of “one people and […]
Leaders of Maharashtra’s ruling coalition — Sena, NCP and Congress — say BJP is trying to use central agencies in Sushant Singh Rajput case to create an atmosphere of suspicion.