Please donate to Adhikar

ସହର ମାନଙ୍କରେ କ୍ରୟ ଉପଯୋଗୀ ଛୋଟ ବାସଗୃହ ସଂଖ୍ୟା କମୁଛି

  • news-magazine
  • December 24, 2020

କେନ୍ଦ୍ରର ବିଜେପି ସରକାର ବିଭିନ୍ନ ଏଜେନ୍ସୀ ଓ ପାଳିତ ଗଣମାଧ୍ୟମ ଜରିଆରେ ବିକାଶର ତୁଚ୍ଛା ପ୍ରଚାର ପ୍ରସାରରେ ବ୍ୟସ୍ତ ଥିବା ବେଳେ ଏବେ ଏକ ଚିନ୍ତାଜନକ ରିପୋର୍ଟ ଆସିଛି ଯେ ଦେଶର ବିଭିନ୍ନ ସହରମାନଙ୍କରେ ରହୁଥିବା ଲୋକଙ୍କ ପାଇଁ (ସେମାନଙ୍କ ଚାହିଦା ବା କିଣିବା ପାଇଁ ରାଜିଥିବା)ବାସଗୃହର ସଂଖ୍ୟା ୨ କୋଟି ୯୦ ଲକ୍ଷ କମ ହୋଇ ଗଲାଣି । ଏହା ସହିତ ସହର ଗୁଡିକରେ ପୂର୍ବରୁ ସହରବାସୀଙ୍କୁ ଯେତିକି ବାସଗୃହ ଯୋଗ୍ୟ ଜମି ମିଳୁଥିଲା ତାହା […]

କରୋନା କାଳରେ ଚୀନ ଭାରତକୁ ଦେଇଛି ୧୨ ହଜାର କୋଟିର ଏଫଡିଆଇ ପ୍ରସ୍ତାବ

  • news-magazine
  • December 23, 2020

କରୋନା ମହାମାରୀ କାଳରେ ମଧ୍ୟ ଚୀନ୍ ପକ୍ଷରୁ ଭାରତ ପାଇଁ ୧୨ ହଜାର କୋଟିର ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ବା ଏଫଡିଆଇର ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ ଅପ୍ରେଲ ରୁ ଆଜି ପର୍ଯ୍ୟନ୍ତ ୧୨୦ ରୁ ଅଧିକ ଏଫଡିଆଇ ପ୍ରସ୍ତାବ ଚୀନରୁ ଆସିଛି । ଭାରତୀୟ ଅର୍ଥ ବିଭାଗ ସୂତ୍ରରୁ ଏକଥା ଜଣାପଡିଛି ।କରୋନା ମହାମାରୀ ଲାଗିଯିବା ପରେ ଭାରତରେ ମାର୍ଚ୍ଚ ମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍, ସଟଡାଉନ୍ ଆଦି ଆର୍ଥିକ ତଥା […]

କରୋନାରେ ବିଶ୍ୱର ଦେଢଲକ୍ଷରୁ ଅଧିକ ଶିଶୁ ଖାଦ୍ୟାଭାବରେ ମରିଛନ୍ତି

  • news-magazine
  • December 17, 2020

ନଭେଲ କୋଭିଡ ୧୯ ଜୀବାଣୁରୁ ସୃଷ୍ଟ କରୋନା ମହାମାରୀ ବିଶ୍ୱର ୨୨୪ ଦେଶକୁ କରାୟତ କରିଛି । ଏଥିରେ ମୋଟ୭୪,୬,୭୨,୯୨୪ ଜଣ ଲୋକ ପୀଡିତ ହୋଇଥିବା ବେଳେ ୧,୬,୫୮,୨୬୮ ଲୋକ ମୃତ୍ୟୁ ମୁଖରେ ପଡି ସାରିିଛନ୍ତି ବୋଲି ବିଭିନ୍ନ ରିପୋର୍ଟରୁ ସୂଚନା ମିଳୁଛି । ସବୁଠାରୁ ଦୁଃଖର କଥା ହେଉଛି କରୋନା ଯୋଗୁଁ ବିଶ୍ୱର ଅଧିକାଂଶ ଦେଶଗୁଡିକର ଅର୍ଥବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇ ଯାଇଥିବାରୁ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଥିବା ମଣିଷର ସ୍ଥିତି ଅତି ଦୟନୀୟ ହୋଇ ପଡିଛି […]

ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩% ସଂକୁଚିତ ହେବ : ଆଇଏମଏଫ

  • news-magazine
  • October 15, 2020

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ) କହିଛି ଯେ କରୋନା ମହାମାରୀ ପାଇଁ ଏଥର ଭାରତୀୟ ଅର୍ଥ ବ୍ୟବସ୍ଥା ୧୦.୩ ପ୍ରତିଶତ ସଂକୁଚିତ ହେବ । କିନ୍ତୁ ୨୦୨୧ରେ ପୁଣି ଥରେ ଏହା ୮.୮ % କୁ ବୃଦ୍ଧି ଘଟିବ ଯାହାକି ଚାଇନା ପାଇଁ ଚାଇନା ପକ୍ଷରୁ ଆକଳନ କରାଯାଇଥିବା ୮.୨% ଅଭିବୃଦ୍ଧି ହାର ଠାରୁ ଅଧିକ ରହିବ ।ମଙ୍ଗଳବାର ଦିନ ଆଇଏମଏଫର ‘ୱାର୍ଲ୍ଡ ଇକନମିକ ଆଉଟଲୁକ’ ରିପୋର୍ଟ ପ୍ରକାଶିତ ହୋଇଛି । ଯେଉଁଥିରେ କୁହାଯାଇଛି ଯେ କରୋନା ଯୋଗୁ […]

କରୋନା ପାଇଁ ବିଶ୍ୱର ଅତିରିକ୍ତ ୧୫ କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟର ସାମ୍ନା କରିବେ

  • news-magazine
  • October 8, 2020

୦୮.୧୦.୨୦୨୦ – ଇତି ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏକ ଆକଳନ କରି କହିଛି ଯେ କରୋନା କାରଣରୁ ୨୦୨୧ରେ ବିଶ୍ୱର ଅତିରିକ୍ତ ୧୫ କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟ କବଳରେ ପଡିବେ । ଗତକାଲି (ବୁଧବାର ଦିନ) ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ଏବଂ କୁହାଯାଇଛି ଯେ ବିଶ୍ୱର ସବୁ ଦେଶଗୁଡ଼ିକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ହେବ ଓ ସେହି ଅନୁସାରେ ନିକୁ ସଜାଡିବାକୁ ହେବ । କୁହାଯାଇଛି ଯେ ପୁରା ରିପୋର୍ଟ ଆସିବା […]

ଆଂଚଳିକ ଗ୍ରାମ୍ୟବ୍ୟାଙ୍କ ଗୁଡିକରେ ୨୨୦୬ କୋଟି ଟଙ୍କା କ୍ଷତି

  • news-magazine
  • October 5, 2020

ଦେଶର ଆଂଚଳିକ ଗ୍ରାମୀଣ ବ୍ୟାଙ୍କ (ରିଜିଓନାଲ ରୁରାଲ ବ୍ୟାଙ୍କ ବା ଆରଆରବି) ଗୁଡିକରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨,୨୦୬ କୋଟି ଟଙ୍କାର ଶୁଦ୍ଧ କ୍ଷତି ହୋଇଛି । କାରୋନା କାଳକୁ ଏଥିପାଇଁ ଦାୟୀ କରାଯାଉଛି । ଏହି ତଥ୍ୟ ସମ୍ପ୍ରତି ନାବାର୍ଡ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦିଆଯାଇଛି । ନାବାର୍ଡ ପକ୍ଷରୁ କୁହାଯାଇଛି ଯେ ସମ୍ପ୍ରତି ଆରଆରବି ଗୁଡିକ ପକ୍ଷରୁ ଯେଉଁ ଲାଭକ୍ଷତିର ହିସାବ ଦିଆଯାଇଛି ନାବାର୍ଡ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟଟି ସେହି ହିସାବ […]

ଜିଏସଟି କ୍ଷତିପୂରଣ ଆଶା ଛାଡି ରୁଣ କର

  • news-magazine
  • September 14, 2020

କେନ୍ଦ୍ର ସରକାରଙ୍କ ଜିଏସଟି ଯୋଗୁ ରାଜ୍ୟଗୁଡିକର ହୋଇଥିବା ରାଜସ୍ୱ ଆଦାୟ କ୍ଷତି ବାବଦକୁ ରାଜ୍ୟଗୁଡିକୁ ଦେବାକୁ ଥିବା କ୍ଷତିପୂରଣ ଅର୍ଥ ଉଚିତ୍ ସମୟରେ ନ ମିଳିବା କାରଣରୁ କରୋନା ସମୟରେ ଅନ୍ୟ ଉପାୟ ନପାଇ ଦେଶର ୧୩ଟି ରାଜ୍ୟ ଜିଏସଟି କାଉନସିଲ ପକ୍ଷରୁ ଦିଆଯାଇଥିବା ଦୁଇ ପ୍ରକାରର ରୁଣ କରିବା ପ୍ରସ୍ତାବ ଆଡେ ମନ ବଲାଇଲେଣି । ଏହି ସୂଚନା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ମିଳିଛି । ଏହା ସହିତ ଆଉ ଛଅଟି ରାଜ୍ୟ, ଗୋଆ, […]

ଭାରତର ପର୍ଯ୍ୟଟନ ଶିଳ୍ପ

  • news-magazine
  • September 10, 2020

ଭାରତର ପର୍ଯ୍ୟଟନ ଶିଳ୍ପ ଗୁରୁତର ସଙ୍କଟ ରେଆମ ଦେଶର ପର୍ଯ୍ୟଟନ ଶିଳ୍ପ ଏକ ଗୁରୁତ୍ୱପୂର୍ଣ କ୍ଷେତ୍ର l. ଦେଶର ଜିଡିପି ର 9.2% ଏହି କ୍ଷେତ୍ରରୁ ଆସିଥାଏ, ନିଯୁକ୍ତି କ୍ଷେତ୍ରରେ ଦେଶର 8% ଶତାଂଶ ଲୋକ ଏଥିରେ ନିଯୁକ୍ତି ପାଇଥାନ୍ତି lକରୋନା ପରିସ୍ଥିତିରେ ପର୍ଯ୍ୟଟନ ଶିଳ୍ପ ଭୟଙ୍କର କ୍ଷତି ରେ ପଡିଛି ! ସି ଆଇ ଆଇ , ସେଣ୍ଟର ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ ପ୍ରାୟ ପାଞ୍ଚ ଲକ୍ଷ କୋଟି ଟଙ୍କା ଏହି […]

Justice Arun Mishra’s Final ‘Gift’ of Rs 8,000 Crore to Adani

  • news-magazine
  • September 7, 2020

Writer: Abir Dasgupta, Paranjoy Guha Thakurta On August 31, a Supreme Court Bench headed by Justice Arun Mishra approved the decision by electricity regulators to grant Adani Power “compensatory tariffs” amounting to Rs 8,000 crore for electricity generated at its power plant in Rajasthan. The verdict, just before Justice Mishra’s retirement on September 2, is […]

BJP using Sushant Singh Rajput probe to destabilise Maharashtra govt, say coalition leaders

  • news-magazine
  • August 11, 2020

Leaders of Maharashtra’s ruling coalition — Sena, NCP and Congress — say BJP is trying to use central agencies in Sushant Singh Rajput case to create an atmosphere of suspicion.