
ଲାଲ ବାହାଦୁର ଶାସ୍ତ୍ରୀ ମାତ୍ର ଦେଢବର୍ଷ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ କିନ୍ତୁ ସେ ସେହି ସ୍ୱଳ୍ପ ସମୟ ମଧ୍ୟରେ ଏପରି କିଛି କରି ଯାଇଛନ୍ତି ଯେଉଁଥିରୁ କି ଏବେର ପ୍ରଧାନମନ୍ତ୍ରୀଙ୍କୁ ଅନେକ କିଛି ଶିଖିବାର ଅଛି ।୨ ଅକ୍ଟୋବର ୧୯୦୪ରେ ଜନ୍ମ ଗ୍ରହଣ କରିଥିବା ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ବାର ଜେଲ ଯାଇଛନ୍ତି । ସାହସ ଓ ସଦାଚାର ପାଇଁ ସେ ବେଶ୍ ଜଣାଶୁଣା ଥିଲେ […]
ଏହି ହେଉଛି ଗଣତନ୍ତ୍ର, ଗଣମାନଙ୍କ ପାଇଁ ଉଦ୍ଦିଷ୍ଟ ତନ୍ତ୍ରର ବାସ୍ତବିକତା । ଏଠି ଲୋକଟିଏ ବଂଚି ରହି ରୋଗରେ ସଢୁଥିବା ବେଳେ ତାକୁ ହାସପାତାଳ ଯାକେ ନେଇଯିବା ପାଇଁ ଗଣ ବା ଲୋକଙ୍କ ଝାଳବୁହା ପଇସାରେ ଚାଲୁୁଥିବା ଆମ୍ବୁଲାନ୍ସ ଆସେ ନାହିଁ । ‘ଏଇଟା ଆଉ କ’ଣ ବଂଚିବ’, ‘ଆମର ତେଲ ନାହିଁ’, ‘ଦିଇଟା ଯାକ ଟାୟାର ଖରାପ’ ଆଦି କହି ହାସପାତାଳ ନେବାକୁ ମନା କରିଦିଏ । ଅଥଚ ସେହି ରୋଗୀ ଯଦି କୌଣସି ମତେ […]
ଭୁବନେଶ୍ୱର – କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ ବାରମାର କୁହାଯାଉଛି ଯେ ଦିଲ୍ଲୀ ଦଙ୍ଗା ପଛରେ ସିଏଏ ବିରୋଧୀ ମାନଙ୍କର ହାତ ରହିଛି । ଏହି ମିଛକୁ ଗୋବେଲ୍ସ ଥିଓରୀରେ ପକାଇ ଯେନତେନ ପ୍ରକାରେଣ ସାଧାରଣ ଲୋକଙ୍କ ନିକଟରେ ଗ୍ରହଣୀୟ କରାଇବା ପାଇଁ ଏବେ ପୁଲିସ ମିଛରେ ବରୀଷ୍ଠ ବାମପନ୍ଥୀ ନେତା ତଥା ସିପିଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ଜୟତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ, ସ୍ୱରାଜ ଅଭିଯାନର ନେତା […]
Leaders of Maharashtra’s ruling coalition — Sena, NCP and Congress — say BJP is trying to use central agencies in Sushant Singh Rajput case to create an atmosphere of suspicion.