Please donate to Adhikar

ଚିନ୍ତା ବଢାଉଛି ସରକାରୀ ଶିକ୍ଷା ବେପାର

  • news-magazine
  • October 9, 2020

ସୁରେନ୍ଦ୍ର ପାତ୍ର ୦୯.୧୦.୨୦୨୦ ସମ୍ପ୍ରତି ଜନସାଧାରଣଙ୍କର ପ୍ରଚୁର ଅତିରିକ୍ତ ଖର୍ଚ୍ଚରେ ସ୍ୱଳ୍ପ ସମୟ ପାଇଁ ବସିଥିବା ଓଡ଼ିଶା ବିଧାନସଭାରେ ବହୁଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ବିଲକୁ ପାସ୍ କରାଇ ଦିଆ ଯାଇଛି । ଏହି ବିଲଟି ପାସ ହୋଇଯିବା ପରେ ଗୋଟିଏ କଥା ଘଟିବ ଯେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକର କାରବାରରେ କେବଳ ସରକାର ଓ ସିଏ ଯାହାଠୁ ନେଇଥିବେ ତାଙ୍କ ବ୍ୟତୀତ ଆଉ କାହାରି ପାଟି ଖୋଲିବାର ଅଧିକାର ରହିବ ନାହିଁ । ସେହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା […]

ଦଙ୍ଗା ନାମରେ ବିରୋଧୀ ଶିକାର

  • news-magazine
  • September 13, 2020

ଭୁବନେଶ୍ୱର – କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ ବାରମାର କୁହାଯାଉଛି ଯେ ଦିଲ୍ଲୀ ଦଙ୍ଗା ପଛରେ ସିଏଏ ବିରୋଧୀ ମାନଙ୍କର ହାତ ରହିଛି । ଏହି ମିଛକୁ ଗୋବେଲ୍ସ ଥିଓରୀରେ ପକାଇ ଯେନତେନ ପ୍ରକାରେଣ ସାଧାରଣ ଲୋକଙ୍କ ନିକଟରେ ଗ୍ରହଣୀୟ କରାଇବା ପାଇଁ ଏବେ ପୁଲିସ ମିଛରେ ବରୀଷ୍ଠ ବାମପନ୍ଥୀ ନେତା ତଥା ସିପିଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ଜୟତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦ, ସ୍ୱରାଜ ଅଭିଯାନର ନେତା […]

ଟ୍ରମ୍ପ ଓ ନୋବେଲ

  • news-magazine
  • September 9, 2020

ନରୱେର ଦକ୍ଷିଣପନ୍ଥୀ ଏମପି ପ୍ରସ୍ତାବ ଦେଇଛନ୍ତି ଯେ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଙଲ ବୁଝାମଣା ଓ ସମ୍ପକପ୍ପ୍ତିଷ୍ଠା କରାଇବାରେ ଡ଼ୋନାଲ୍ଡ ଟ୍ରମ୍ପ ସଫଳ ହୋଇଥିବାରୁ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ୍ । ଅବଶ୍ୟ ତାଙ୍କର ଏହି ମତାମତକୁ କେହି ଗୁରୁତ୍ୱ ଦେଇ ନାହାନ୍ତି । ଆମେରିକାର ରାଷ୍ଟ୍ରପତି ଜାଣିଶୁଣି କରୋନା ଭୂତାଣୁକୁ ଗୁରୁତ୍ୱ ଦେଇ ନ ଥିଲେ । ଆମେରିକାର ସାମ୍ବାଦିକ ବବ୍ ଉଡୱାର୍ଡ ଯିଏ ୱାଟର ଗେଟ ସ୍କାଣ୍ଡାଲକୁ ଲୋକଲୋଚନକୁ ଆଣିଥିଲେ, ସେ […]

Justice Arun Mishra’s Final ‘Gift’ of Rs 8,000 Crore to Adani

  • news-magazine
  • September 7, 2020

Writer: Abir Dasgupta, Paranjoy Guha Thakurta On August 31, a Supreme Court Bench headed by Justice Arun Mishra approved the decision by electricity regulators to grant Adani Power “compensatory tariffs” amounting to Rs 8,000 crore for electricity generated at its power plant in Rajasthan. The verdict, just before Justice Mishra’s retirement on September 2, is […]

BJP using Sushant Singh Rajput probe to destabilise Maharashtra govt, say coalition leaders

  • news-magazine
  • August 11, 2020

Leaders of Maharashtra’s ruling coalition — Sena, NCP and Congress — say BJP is trying to use central agencies in Sushant Singh Rajput case to create an atmosphere of suspicion.